ଆନିମେସନ୍ ଏବଂ ଗ୍ରାଫିକ୍ସ କ୍ଷେତ୍ରରେ ୨୮ବର୍ଷ ପୂରଣ କରିବାକୁ ଯାଉଛି ଜିକା…
ଭୁବନେଶ୍ୱର : ଆନିମେସନ୍ ଏବଂ ଗ୍ରାଫିକ୍ସ କ୍ଷେତ୍ରରେ ଉଜ୍ଜଳ ପ୍ରତିଭା ପ୍ରତିପୋଷଣର ୨୮ବର୍ଷ ପୂରଣ କରିବାକୁ ଯାଉଛି ଜି ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଆର୍ଟ । ୧୯୯୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଭାରତର ପ୍ରଥମ ପୂର୍ବ ପ୍ରଶିକ୍ଷଣ ଏକାଡେମୀ ଜି । ୨ଡି ଆନିମେସନ, ୩ଡି ଆନିମେସନ, ଭିଜୁଆଲ୍ ଇଫେକ୍ଟସରେ ପ୍ରାକ୍ଟିକାଲ୍ ଟ୍ରେନିଂ ପାଇଁ ଏହି ଅନୁଷ୍ଠାନ ହେଉଛି ଏକ ଗନ୍ତବ୍ୟସ୍ଥଳ । ଭୁବନେଶ୍ବରସ୍ଥିତ ଜିକା କେନ୍ଦ୍ରରେ ଛାତ୍ରମାନଙ୍କୁ ତାଲିମ ଦେବା ପାଇଁ ଭାରତ ତଥା ବିଦେଶର […]