ନୀଳାଦ୍ରି ବିହାରରେ ଖୋଲିଲା ଓଡ଼ିଶାର ପ୍ରଥମ ୟୁଟିକ ଫେସନ ଷ୍ଟୋର
ଭୁବନେଶ୍ବର : ଶ୍ଵେତା ବାଗ ଓ କ୍ରିଷ୍ଣା ଅଗ୍ରୱାଲଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରସ୍ଥିତ ନୀଳାଦ୍ରିବିହାରଠାରେ ଖୋଲିଛି ଓଡ଼ିଶାର ପ୍ରଥମ ୟୁଟିକ ଫେସନ ଷ୍ଟୋର । ସବୁ ବର୍ଗର ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଫେସନ ଦୁନିଆର ଚିତାକର୍ଷକ ପୋଷାକ ଉପଲବ୍ଧ ରହିଛି । ଏପରିକି କୌଣସି ଗ୍ରାହକ ଯଦି ଏହି ଫେସନ ଷ୍ଟୋରକୁ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିବନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଷ୍ଟୋର ମାଲିକ ଶ୍ଵେତା ବାଗ ଓ କ୍ରିଷ୍ଣା […]