ଦେଶ ବିଦେଶ

‘ବାବା ବୁଲଡୋଜର୍’ଙ୍କ ବିଜୟ ଯାତ୍ରା ବୁଲଡୋଜରରେ !

ଉତ୍ତରପ୍ରଦେଶରେ ବାଜିମାତ୍ କରିଛି ବିଜେପି । ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ଲକ୍ଷ୍ନୌ ସହରରେ ଗେରୁଆ ଦଳ ଏକ ଭିନ୍ନ ପ୍ରକାର ବିଜୟ ଉତ୍ସବ ପାଳନ କରିଛି । ଦଳୀୟ କର୍ମୀମାନେ ବୁଲଡୋଜର୍ ଉପରେ ଚଢ଼ି ଶୋଭାଯାତ୍ରାରେ ବାହାରିଛନ୍ତି । ଫେବୃଆରି ମାସରେ ନିର୍ବାଚନ ପ୍ରଚାର ବେଳେ ‘ବିଜେପି’ କର୍ମୀମାନେ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ଯୋଗ ଦେବା ବେଳେ ‘ବୁଲଡୋଜର୍ ବାବା ଜିନ୍ଦାବାଦ୍’ ବୋଲି […]

ଦେଶ ବିଦେଶ

ଉତ୍ତରପ୍ରଦେଶରେ ଗଠନ ହେବ ଯୋଗୀ ସରକାର

ଉତ୍ତର ପ୍ରଦେଶ ବିଧାନସଭାର ସମସ୍ତ ୪୦୩ ଆସନରେ ଭୋଟ ଗଣତି ଜାରି ରହିଛି । ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି । ବିଜେପି ୨୭୨ଟି ଆସନରେ ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ୧୧୮, ବିଏସ୍‌ପି ୪ଟି, କଂଗ୍ରେସ ୩ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଲିଡ କରୁଛନ୍ତି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ […]