ଓଡିଶା ଯ଼ୋଗାଯ଼ୋଗ

ସୁସ୍ଥ ଜୀବନଶୈଳୀ ପାଇଁ ଆସିଛି “ନମାମି ଯୋଗ ଏକାଡେମୀ” ।

ଭୁବନେଶ୍ବର : ମଡେଲ କାଜଲ ଶତପଥୀ ଓ ମାଷ୍ଟର ରୁଦ୍ରଙ୍କ ପ୍ରଚେଷ୍ଟାରେ ଭୁବନେଶ୍ବରସ୍ଥିତ ସୂର୍ଯ୍ୟନଗରରେ ଖୋଲିଛି “ନମାମି ଯୋଗ ଏକାଡେମୀ” । ପୁରାତନ ସଂସ୍କୃତି ତଥା ମୁନିଋଷିଙ୍କ ତପସ୍ୟା ହେଉଛି ଯୋଗ । ବର୍ତ୍ତମାନ ସମୟରେ ଏକାଗ୍ରତା ବୃଦ୍ଧି କରିବା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ l ନିକଟରେ କାଜଲ ଅନେକ ସିରିଏଲରେ ଯୋଗ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ କାଜଲଙ୍କ ଏହି ପ୍ରୟାସକୁ ଆଗେଇ ନେବାରେ […]