ଆଧୁନିକ ବାଇକ୍ ଏବଂ ୟାମାହା ଆନୁଷଙ୍ଗିକ ପାର୍ଟସର ସମ୍ଭାର ନେଇ ଆସିଛି ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ
ଭୁବନେଶ୍ୱର : ପାହାଳରେ ଖୋଲିଲା ଇଷ୍ଟର୍ନ ଇଣ୍ଡିଆର ସର୍ବବୃହତ ୟାମାହାର ଦୁଇ ଚକିଆ ଗାଡି ଶୋ’ ରୁମ୍ । ୧୩, ୦୦୦ ବର୍ଗଫୁଟରେ ନିର୍ମିତ ଏହି ଶୋ’ରୁମରେ ସାଧାରଣ ବାଇକଠାରୁ ଆରମ୍ଭ କରି ପ୍ରିମିୟମ ବାଇକ ଉପଲବ୍ଧ ରହିଛି । ଏହାସହ ଆଧୁନିକ ବାଇକ୍ ଏବଂ ୟାମାହା ସ୍କୁଟର ସହିତ ସମସ୍ତ ପ୍ରକାରର ୟାମାହା ଆନୁଷଙ୍ଗିକ ପାର୍ଟସର ଏକ ନୂଆ ସମ୍ଭାର ନେଇ ଆସିଛନ୍ତି ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡର ଦୁଇ ନିର୍ଦ୍ଦେଶକ ରିନା ବିଶ୍ବାଳ ଏବଂ […]