ଜାଭିୟର ପ୍ରବନ୍ଧନ ପ୍ରତିଷ୍ଠାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ…
ଭୁବନେଶ୍ୱର, ୦୯/୧୨ (ଅଭିଜିତ୍ ସିଂ) : ଜାଭିୟର ପ୍ରବନ୍ଧନ ପ୍ରତିଷ୍ଠାନ ବିଶ୍ୱବିଦ୍ୟାଳୟ ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ବିଶ୍ୱବିଦ୍ୟାଳୟ ସର୍ବଦା ସମାଜର ଚାହିଦା ମୁତାବକ ଗୁଣବତା ଶିକ୍ଷା ଓ ବୈଶ୍ୱିକସ୍ତରରେ ସ୍ଥିର ଓ ସ୍ଥାୟୀ ସଂଗଠନ ସ୍ଥାପନରେ ସାହାଯ୍ୟକାରୀ ଶିକ୍ଷାଦାନ ପାଇଁ ନିରନ୍ତର ପ୍ରୟାସରତ । ଭାରତର ଏହି ପ୍ରଥମ ଜେସୁଇଟ୍କ୍ରିଷ୍ଟିୟାମ ବିିଶ୍ୱବିଦ୍ୟାଳୟର ଉନ୍ନତି ଓ ଉତ୍କଷ୍ଟତାରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କ ଅବଦାନ ସ୍ମରଣୀୟ । ଏହି ଅବସରରେ ମୁଖ୍ୟ ଅତିଥି ଆପୋଲୋ […]