ଓଡିଶା କଳା ସଂସ୍କୃତି

ଗୃହିଣୀରୁ ସଫଳ ଗାଳ୍ପିକା । ସେ ହେଉଛନ୍ତି ଗାଳ୍ପିକା ତଥା ଅନୁବାଦିକା ଅନୁରୂପା ସିଂ

ସେ ଜଣେ ଗୃହିଣୀ । ମାତ୍ର ଲେଖିବାର ନିଶା ଆଜି ତାଙ୍କୁ ପ୍ରଦାନ କରିଛି ସ୍ବତନ୍ତ୍ର ପରିଚୟ । ସେ ହେଉଛନ୍ତି ଅନୁରୂପା ସିଂ । ତାଙ୍କର ପ୍ରକାଶିତ ମୌଳିକ ଗଳ୍ପ ଏବଂ ଅନୁବାଦ ଗଳ୍ପ ତାଙ୍କୁ ଜଣେ ସଫଳ ଗାଳ୍ପିକା ତଥା ଅନୁବାଦିକା ଭାବରେ ସାହିତ୍ୟ ଜଗତରେ ପାଠକୀୟ ସ୍ବୀକୃତି ପ୍ରଦାନ କରିଛି । ଉନବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଭାରତୀୟ ସ୍ରଷ୍ଟାମାନଙ୍କର ସୃଷ୍ଟିରୁ ସଂଗ୍ରହ କରି ଓଡିଆ ଭାଷାରେ ଅନୁଦିତ କରିଛନ୍ତି ଅନେକ କାହାଣୀ । […]