କ୍ରୀଡା ଦେଶ ବିଦେଶ

କୁସ୍ତିରେ ଭାରତକୁ ମିଳିପାରେ ସ୍ବର୍ଣ୍ଣ ! ଭିନେଶ ଫୋଗାଟଙ୍କ ସଫଳତାକୁ ନେଇ ଦେଶ ଗର୍ବିତ…

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବଡ଼ ସଫଳତା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମହିଳା ରେସଲର ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଫୋଗାଟ୍ । ସେମି ଫାଇନାଲରେ ୫୦ କେଜି ବର୍ଗ କୁସ୍ତିରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି । ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ […]