ଚିନ୍ତା ବଢାଉଛି କରୋନା ପରେ ଆଉ ଏକ ମହାମାରୀ
କୋରୋନା ପରେ ଚୀନରେ ଆଉ ଏକ ମହାମାରୀ ପରିସ୍ଥିତି ଆଶଙ୍କା । ଚୀନର ସ୍କୁଲମାନଙ୍କରେ ରହସ୍ୟଜନକ ମହାମାରୀ ଏବେ ମୁଣ୍ଡ ଟେକୁଛି । ଅଜବ ଧରଣର ନିମୋନିଆ ବ୍ୟାପିଥିବାରୁ ଏଥିରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମଣ ହେଉଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଚୀନରେ ମିଷ୍ଟେରିଅସ୍ ନିମୋନିଆ ଆକ୍ରାନ୍ତ ବୃଦ୍ଧି ପାଉଛି ।ଚୀନର ଉତର-ପୂର୍ବ ଅଂଚଳ ବେଜିଂ ଏବଂ ଲିଆଓନିଂର ଡାକ୍ତରଖାନାରେ ବହୁ ସଂଖ୍ୟକ ଅସୁସ୍ଥ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା […]