ଓଡିଶା

ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ…

ଭୁବନେଶ୍ଵର : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ଉଦ୍ଦଶ୍ୟ ନେଇ ଏହି ଅବସରରେ ଏକ ୱାକଥନ ଆୟୋଜିତ ହୋଇଥିଲା । ଏହାକୁ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତର ରୋହିତ […]

ଓଡିଶା

ସନସାଇନ ହସ୍ପିଟାଲ ତରଫରୁ ବିଶ୍ଵ ହୃଦ୍ ଦିବସ ଉପଲକ୍ଷେ ଜନସଚେତନତା ପଦଯାତ୍ରା ଆୟୋଜିତ…

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସନସାଇନ ହସ୍ପିଟାଲ ତରଫରୁ ବିଶ୍ଵ ହୃଦ୍ ଦିବସ ଉପଲକ୍ଷେ ଏକ ଜନସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ଉତ୍କଳ କନିକା ଗାଲେରିଆଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ହସ୍ମିଟାଲ ପ୍ରାଙ୍ଗଣ ପ୍ରର୍ଯ୍ୟନ୍ତ ଚାଲିଥିଲା । ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ଗୃହ ଏବଂ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଆନ ବଡି ବିଲଡ଼ିଂ ଚାମ୍ପିଆନ୍-୨୦୨୩ […]