ଓଡିଶା

ଟାଟା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ହିନ୍ଦୋଳ, ୧୬ ନଭେମ୍ବର : ଢେଙ୍କାନାଳ ଜିଲ୍ଲାର ଟାଟା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ ମଙ୍ଗଳପୁର ଗ୍ରାମରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟତଃ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋତିଆବିନ୍ଦୁ ସ୍କ୍ରିନିଂ ଇତ୍ୟାଦି ପରୀକ୍ଷା କରାଯାଇ ମାଗଣା […]