କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନାର ପ୍ରତିବାଦ କରିଛି ଆଇସିସି…
ଭୁବନେଶ୍ବର : ରାଜ୍ୟ ମହିଳା ଆୟୋଗ (ଓଏସ୍ସିଡବ୍ଲୁ) ସହ ଫିକି ଫ୍ଲୋ ଭୁବନେଶ୍ୱରର ସହଭାଗିତା ଏବଂ ଜାତୀୟ ମହିଳା ଆୟୋଗର ସହଯୋଗରେ ଆଇସିସିର ସଦସ୍ୟମାନଙ୍କ ପାଇଁ ଏକ ସଚେତନତା ତାଲିମ ଅଧିବେଶନ ଆୟୋଜିତ ହୋଇଯାଇଛି । ଏଥିରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା (ପ୍ରତିରୋଧ, ନିଷେଧ ଏବଂ ନିବାରଣ) ଅଧିନିୟମ ୨୦୧୩ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ସମସ୍ୟାର ସମାଧାନ ତଥା ଏହାକୁ କମ୍ କରିବାକୁ ଏହି ପଦକ୍ଷେପ […]