ଓଡିଶା

ଅଭିଜ୍ଞତା ବାଣ୍ଟିଲେ ଗହଣା ଡିଜାଇନର ଫରାହ ଖାନ୍

ଭୁବନେଶ୍ୱର : ଆଇ.ସି.ସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (INWEC) ପକ୍ଷରୁ ସୁକିର୍ତ୍ତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବସ୍ତ୍ର ଏବଂ ହସ୍ତତନ୍ତ୍ର ବିଭାଗ ସଚିବ ଶୁଭା ଶର୍ମା, ସମ୍ମାନିତ ଅତିଥି ଭାବେ ଓରମାସ ସି.ଇ.ଓ ପୁନମ୍ ଗୁହା, ଏସ୍.ଜେ ଡ଼େଭେଲପର୍ସ ଆଣ୍ଡ୍ ହାଉସିଂ ପ୍ରାଇଭେଟ୍ ଲିମିଟେଡ଼ର ନିଦେ୍ର୍ଦଶକ ମାତୃଦତ ମିଶ୍ର ଯୋଗଦେଇ ଓଡ଼ିଶାରେ ମହିଳା ଉଦ୍ୟୋଗକୁ ପ୍ରୋସôାହିତ କରୁଥିବା ବିଭିନ୍ନ […]

ଓଡିଶା

ମହିଳା ବିଜନେସ ମେଳାର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି

ଭୁବନେଶ୍ୱରରେ ଓଡିଶା ବିଜନେସ ମେଳା-୨୦୨୨ର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି । ଏହି ସଂଗଠନ ଓଡିଶା ମଡେଲ ଉପରେ ଆଧାର କରି ମହିଳା ଉଦ୍ୟୋଗୀଙ୍କୁ ନେଇ ବାଙ୍ଗୋଲୋର, ମୁମ୍ବାଇ, ଦିଲ୍ଲୀ,କୋଲକାତା ଓ ପୁଣେରେ ମହିଳା ବିଜନେସ ମେଳା କରିବାକୁ ଯୋଜନା ରଖିଛି । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ମହିଳା ବିଜନେସ ମେଳା ବେଶ ସଫଳତା ହାସଲ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଭୁବନେଶ୍ୱରରେ ହୋଇଥିବା […]