ଓଡିଶା

ଆଜି ବ୍ରିଟେନ୍ ଗ୍ରସ୍ତ କରୁଛନ୍ତି ଆଇଏନ୍‌ଡ଼ବ୍ଲୁଇସିର ୭ ଜଣ ମହିଳା ଉଦ୍ୟୋଗୀ

ଭୁବନେଶ୍ୱର : ଆଜି ବ୍ରିଟେନ୍ ଗ୍ରସ୍ତ କରୁଛନ୍ତି ଆଇଏନ୍‌ଡ଼ବ୍ଲୁଇସିର ୭ ଜଣ ମହିଳା ଉଦ୍ୟୋଗୀ । ଓଡ଼ିଶାର ଉତ୍ପାଦିତ ସାମଗ୍ରୀର ବ୍ୟାବସାୟୀ ପାଇଁ ସୃଷ୍ଟି କରିବେ ସୁଯୋଗ । ଓଡ଼ିଶାରୁ ପ୍ରଥମ କରି ମହିଳା ଉଦ୍ୟୋଗୀଙ୍କ ଏହା ହେଉଛି ବିଦେଶ ଗ୍ରସ୍ତ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡ଼ବ୍ଲୁଇସି) ଏକ ସ୍ୱତନ୍ତ୍ର ମହିଳା ଉଦ୍ୟୋଗୀ ସଂଗଠନକୁ ଗତ ଜାନୁଆରୀ ୨୦୨୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ […]

ଓଡିଶା

ମିଶନ ଶକ୍ତି ପକ୍ଷରୁ ୪୦୫ଟି ମହିଳା ସଙ୍ଘକୁ ୧୨ କୋଟି ଟଙ୍କାର ଋଣ ପ୍ରଦାନ

ବେଗୁନିଆପଡା: ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ଓଡିଶାରେ ଜୀବିକା ମିଶନ ବିଭିନ୍ନ କାର୍ୟ୍ୟକ୍ରମ କରିଥାଏ । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମିଶନ ଶକ୍ତି ପକ୍ଷରୁ ୪୦୫ ଟି ମହିଳା ସଙ୍ଘକୁ ତିନି ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୨ କୋଟି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ମହିଳା ସଂଘକୁ ୯ ଟି ବ୍ୟାଙ୍କ ଏହି ଋଣ ପ୍ରଦାନ କରିବାରେ ଅଂଶ ଗ୍ରହଣ କରିଥିଲେ । […]