ମଦମୁକ୍ତ ଭାରତ ଗଠନ ପାଇଁ ମଦମୁକ୍ତି ଯୁବବାହିନୀର ସ୍ୱର…
ଢେଙ୍କାନାଳ, ୨୫/୧୨ (ସୁଜିତ୍ କୁମାର ବେହେରା) : ସଂପୂର୍ଣ୍ଣ ମଦ ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ବଦ୍ଧ ହୋଇ ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ମହକୁମାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ବ୍ୟାପକ ଜନ ସଚତନତା ସୃଷ୍ଟି ପାଇଁ ପଦଯାତ୍ରା କରି କଚେରି ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତମୂିର୍ତ୍ତି ନିକଟରେ ପହଁଞ୍ଚି ମଦର ଭୟାବହତା କିଭଳି ମାନବ ସମାଜକୁ ବିପଥଗାମୀ କରିଛି ସେ ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ମଦ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । […]