ଓଡିଶା

ମର୍ଦକୋଟ ଗ୍ରାମରେ ସମ୍ପୂର୍ଣ୍ଣ ମଦ କାରବାର ବନ୍ଦ କରିବା ପାଇଁ ଥାନାର ସହଯୋଗ ଲୋଡିଛନ୍ତି ଗ୍ରାମବାସୀ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦକୋଟ ଗ୍ରାମରେ ସମ୍ପୂର୍ଣ୍ଣ ମଦ କାରବାର ବନ୍ଦ କରିବା ପାଇଁ କୋଦଳା ଥାନାର ସହଯୋଗ ଲୋଡିଛନ୍ତି ଗ୍ରାମବାସୀ । ଚିକିଟି ମଦମୃତ୍ୟୁ ମାମଲା ରାଜ୍ୟର ଚହଳ ସୃଷ୍ଟି କରିଛି । ଗାଁ ଗାଁରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦମୃତ୍ୟୁ ଭୟ ରହୁଛି । ଦିନକୁ ଦିନ ମଦ୍ୟପାନ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାରୁ ଆରମ୍ଭ […]

ଓଡିଶା

ବାଉଁଶପୋଖରୀ ପଂଚାୟତରେ ଜମୁଛି ମଦର ଆସର..

ଢେଙ୍କାନାଳ, ୪/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାକୁ ନେଇ ବିଶେଷ ଭାବେ ଯୁବଗୋଷ୍ଠୀ କ୍ଷତିଗ୍ରସ୍ତ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ଆସର ଜମୁଥିବା ଦେଖିବାକୁ ମିଳୁଛି । ଯାହାର କୁପ୍ରଭାବ ଛୋଟ ଛୋଟ ପିଲା ଏବଂ ସର୍ବ ସାଧାରଣରେ ପଡୁଥିବାର ଅଭିଯୋଗ କରିଛନ୍ତି ଅଂଚଳବାସୀ । ଏ ନେଇ ପଂଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମବାସୀ […]

ଓଡିଶା

ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ସତ୍ୟାଗ୍ରହ

ସାଲେପୁର: ସ୍ଥାନୀୟ ସପନପୁରରେ କଟକ ଚାନ୍ଦବାଲି ମୁଖ୍ୟ ସଡ଼କ କଡରେ ଏକ ନୂତନ ମଦଦୋକାନ ଖୋଲାଯିବାକୁ ପ୍ରତିବାଦ କରି ମଦ ଦୋକାନ ସମ୍ମୁଖରେ ଗଣ ସତ୍ୟାଗ୍ରହ ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ମହିଳା । ମଦ ଦୋକାନ ହେବାଦ୍ବାରା ସ୍ଥାନୀୟ ଅଞ୍ଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବ ଏବଂ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ ଯୁବଗୋଷ୍ଠୀ । ଏ ନେଇ ସାଲେପୁର ବ୍ଲକ ଶିଶୁଆ ସପନପୁରର ଗ୍ରାମବାସୀ ତଥା ମହିଳାମାନେ ଏକତ୍ରିତ ହୋଇ ମଦମୁକ୍ତି ସତ୍ୟାଗ୍ରହରେ […]

ଓଡିଶା

କୋରାପୁଟ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଚଢାଉ । ବିପୁଳ ପରିମାଣର ମଦ ଜବତ

କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ବୋରିଗୁମ୍ମା ଅବକାରୀ ଅଧିକ୍ଷକ କେ.ତ୍ରିପତି ପଟନାୟକଙ୍କ ନେତୃତ୍ୱରେ ଅବକାରୀ ଟିମ୍, କୋଟପାଡ଼ ପୋଲିସ, ବୋରିଗୁମ୍ମା ପୋଲିସ ଓ ବିସିଂହପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି । ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ପାଠୁଆଗୁଡା ଏବଂ ବୋରିଗୁମ୍ମା ଥାନା ହାଟଗୁଡାରେ ଅବକାରୀ ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଡାଉରେ କାହାକୁ ଗିରଫ କରାଯାଇ […]