ବିଶ୍ଵ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ…
ନୀଳଗିରି : ବିଶ୍ଵ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ୱାଇଲ୍ଡ ଲାଇଫ ଫାଉଣ୍ଡେସନ ଏବଂ କୁଲଡିହା ୱାଇଲ୍ଡ ଲାଇଫ ରେଞ୍ଜର ମିଳିତ ସହଯୋଗରେ ଓଉପଦା ବ୍ଲକର ଖୁମକୁଟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । କୁଲଡିହା ରେଞ୍ଜର ପ୍ରବୀର କୁମାର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଆଦିବାସୀ ହରିଜନ ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସେମାନଙ୍କୁ ନେଇ ବନ୍ୟଜନ୍ତୁ […]