ଓଡିଶା

ପାଣି ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ରାସ୍ତାରୋକ ଓ ଭୋଟ ବର୍ଜନ ଚେତାବନୀ…

ନୂଆପଡ଼ା : ଜଳ ହିଁ ଜୀବନ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଏ ନେଇ  କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ପ୍ରତ୍ୟେକ ଅଞ୍ଚଳରେ ବଡ ବଡ ୱାଟର ଟ୍ୟାଙ୍କ ନିର୍ମାଣ ହେବା ସହ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ ସରିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ […]