ପାଣି ପାଇଁ ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ…
ବୋଲଗଡ, ୨୨/୦୬ : ପାଣି ପାଇଁ ହାହାକାର । ଦୀର୍ଘ ୨ମାସ ଧରି ୩୦ଗୋଟି ପରିବାର ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବୋଲଗଡ଼ ବ୍ଲକର ଅସରଳା ପଞ୍ଚାୟତ ନନ୍ଦସାହିର ବାସିନ୍ଦାମାନେ ଶୁକ୍ରବାର ଦିନ ଗରାମାଠିଆ ବାଲଟି ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନାରୁ ପ୍ରକାଶ ଯେ, ଏହି ସାହିଟି ଏକ ଉଚ୍ଚା ସ୍ଥାନରେ ଅବସ୍ଥିତ ଥିବାରୁ ପାଇପଯୋଗେ ପାନୀୟ ଜଳ ଯିବାରେ ବହୁ ଅସୁବିଧା ସୃଷ୍ଟି […]