ଆସନ୍ତା ୨୪ ଘଣ୍ଟା ପାଇଁ ରାଜଧାନୀରେ ଜଳଯୋଗାଣ ବନ୍ଦ…
ରାଜଧାନୀରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ । ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ । ମୁଖ୍ୟ ଜଳ ଯୋଗାଣ ପାଇପ୍ ମରାମତି ଯୋଗୁଁ ମୁଣ୍ଡଳିରୁ ଯୋଗାଣ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛି ୱାଟକୋ । ତେଣୁ ଆଗୁଆ ଜଳ ସଞ୍ଚିତ କରି ରଖିବାକୁ ପରାମର୍ଶ ଦେଇଛି ୱାଟକୋ । ପାତ୍ରପଡ଼ା, କଳିଙ୍ଗ ନଗର, ଭରତପୁର, ଘାଟିକିଆ, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, […]