ଦେଶ ବିଦେଶ

ପାକିସ୍ତାନ ଭିତରେ ପଶି ଆକ୍ରମଣ କରୁଛି ଭାରତ…

ଆତଙ୍କୀଙ୍କୁ ନିପାତ କରିଚାଲିଛି ଭାରତ । ପାକିସ୍ତାନର କେବଳ ଆତଙ୍କୀ ଆଡ୍ଡା ଉପରେ ଭାରତ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ପାକିସ୍ତାନ ଏବେ 1971 ମସିହା ଭଳି ସ୍ଥିତିକୁ ଆସିଥିବା ରିପୋର୍ଟରୁ ଜଣାପଡିଛି । ଭାରତ କେବେହେଲେ ଯୁଦ୍ଧ ଚାହେଁ ନାହିଁ । ମାତ୍ର ପାକିସ୍ତାନ ବାରମ୍ବାର ଭାରତରେ ଆତଙ୍କୀ ଆଚରଣ କରି ସମସ୍ତେ ସହନଶୀଳ ନୀତିକୁ ନିଜ ହାତରେ ପ୍ରତିହତ କରିଛି । ଏବେ ଏହାର ପ୍ରତିଶୋଧ ଜବାବୀ ପାଇଁ ପାକିସ୍ତାନ ପ୍ରସ୍ତୁତ […]

ଓଡିଶା

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହେବ ମକଡ୍ରିଲ୍ ।

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଓଡିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍‌ । ଅପରାହ୍ନ ୪ଟାରେ ସାଇରନ୍‌ ବାଜିବ। ପରେ ମକ୍‌ ଡ୍ରିଲ ଆରମ୍ଭ ହୋଇଯିବ । ମକ୍‌ ଡ୍ରିଲ୍‌ ସରିଲା ପରେ ପୁଣି ଥରେ ସାଇରନ ବାଜିବ । ତେବେ ଦ୍ବିତୀୟ ଥର ସାଇରନ ବାଜିବାର ଅର୍ଥ ମକ୍‌ ଡ୍ରିଲ୍‌ ଶେଷ ହୋଇଛି।  ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାର […]