ଓଡିଶା

ଲୋକଙ୍କ ଉପରେ ଦାଉ ସାଧୁଛି ଭୋଲ୍ଟାଜ କମ୍ପାନୀ…

ଢେଙ୍କାନାଳ : ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ନୟାଭାଗୀରଥିପୁର ଗ୍ରାମପଞ୍ଚାୟତର କାଳୁସାହି କାଟେଣୀ ଗ୍ରାମର । ଆଜକୁ ପ୍ରାୟ ତିନି ବର୍ଷ ତଳେ କେନ୍ଦ୍ର ସରକାର, ଆଠଶହ କୋଟି ଟଙ୍କାର ବ୍ୟୟ ଅଟକଳରେ ଉଭୟ ଓଡାପଡା ଓ ହିନ୍ଦୋଳ ବ୍ଲକର ୫୧ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଏକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଯେଉଁ ପ୍ରକଳ୍ପର ନିର୍ମାଣ କାମକୁ ହାତକୁ ନେଇଛି ଭୋଲ୍ଟାଜ କମ୍ପାନୀ । […]