ଓଡିଶା

ଅଳତି ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ୧୧ତମ ବାର୍ଷିକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ…

ଘସିପୁରା, ୧୨/୧୨ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ଅଳତି ସ୍ପୋର୍ଟସ କ୍ଲବ ଆନୁକୂଲ୍ୟର ଫ୍ଲଡ ଲାଇଟରେ ୧୧ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ମୋଟ ୬ ଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଦିବାରାତ୍ର ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ସମାଜସେବୀ ଡ. ରତିକାନ୍ତ ବରାଳ, ସ୍ଥାନିୟ ସରପଞ୍ଚ ପ୍ରିୟବ୍ରତ ବରାଳ ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କ ସହ […]

ଓଡିଶା କ୍ରୀଡା

ହବିବ କ୍ଲବ୍ ପକ୍ଷରୁ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ରଥିପୁରରେ ହବିବ କ୍ଲବ୍ ଆନୁକୁଲ୍ୟରେ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ୭ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ୍ ତରାବୋଇ ଓ ଷଙ୍ଗଳାଇ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା । ଫାଇନାଲ ଫାଇଟରେ ଉଭୟେ ଉଭୟଙ୍କୁ ଖେଳ ମଇଦାନରେ କଡା ଟକ୍କର ଦେଇଥିଲେ । ପ୍ରଥମରୁ ମ୍ୟାଚ୍ ରୋମାଞ୍ଚପୂର୍ଣ୍ଣ ହୋଇଥିଲେ ହେଁ ଶେଷରେ ଷଙ୍ଗଳାଇ ଦଳ ବିଜୟ ହାସଲ କରି ଚାମ୍ପିଆନ୍ […]