ଓଡିଶା ବ୍ୟବସାୟ ମନୋରଞ୍ଜନ

ଭୀମଟାଙ୍ଗିରେ ଖୋଲିଲା ଭିସାଜର ନୂଆ ୟୁନିସେକ୍ସ ସେଲୁନ୍…

ଭୁବନେଶ୍ୱର : ଭୁବନେଶ୍ୱର କପିଳପ୍ରସାଦସ୍ଥିତ ଭୀମଟାଙ୍ଗି ଫେଜ୍-୧ରେ ଖୋଲିଛି ଭିସାଜର ନୂଆବ୍ରାଂଚ ‘ଭିସାଜ ୟୁନିସେକ୍ସ ସେଲୁନ୍ ଆଣ୍ଡ ଏକାଡେମୀ’ । ଭିସାଜ ବିଉଟି ଏକାଡେମୀର ଏହି ନୂଆ ସେଲୁନ୍ ଓଡିଶାରେ ୧୫ ନମ୍ବର ସେଲୁନ୍ । ଆଧୁନିକ ସମୟରେ ରୂପଶଯ୍ୟା ପ୍ରତ୍ୟେକ ମଣିଷଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିବାହ, ବ୍ରତ, ପାର୍ଟି ଆଦି ବିଭିନ୍ନ ସମୟରେ ସୌର୍ନ୍ଦ୍ୟୟକୁ ଗୁରୁତ୍ୱ ଦେବା ସହିତ ଭିଡ ଭିତରେ ନିଜକୁ ଟିକେ ସ୍ୱତନ୍ତ୍ର କରାଇବାର ପ୍ରୟାସକୁ ସଫଳ କରିଥାଏ […]

ଓଡିଶା ବ୍ୟବସାୟ

ଦୀପାବଳୀ ପର୍ଯ୍ୟନ୍ତ ‘ଭିସାଜ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍’ରେ ଫ୍ଲାଟ୍ ୩୦ % ରିହାତି…

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବବିହାରସ୍ଥିତ ଏସ୍.ବି.ଆଇ ବ୍ୟାଙ୍କ ନିକଟରେ ଭିସାଜର ଏକ ନୂଆ ବ୍ରାଂଚ ‘ଭିସାଜ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍’ ଖୋଲିଛି । ଏହି ଅବସରରେ ସମାଜସେବୀ ତଥା ବିଜେଡି କର୍ମୀ ମୀରା ପରିଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂଆ ବ୍ରାଂଚକୁ ଉଦଘାଟନ କରିଛନ୍ତି । ଭିସାଜ ବିଉଟି ସଲେୁନ୍ ଆଣ୍ଡ ଏକାଡେମୀର ଏହି ନୂଆ ସେଲୁନ୍ ଓଡିଶାରେ ୧୪ ନମ୍ବର ସେଲୁନ୍ ହୋଇଥିବାବେଳେ ଭୁବନେଶ୍ୱରରେ ଏହା ହେଉଛି ତାଙ୍କର ସାତ […]