କାଗଜ ଲଢେଇ ହାରିଲେ, ମାତ୍ର କୋଟି ହୃଦୟ ଜିତିଗଲେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ…
ଭାରତ ଫେରିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ନିଜ ସମର୍ଥକଙ୍କୁ ଦେଖି କାନ୍ଦି ପକାଇଥିଲେ ଭିନେଶ । ପ୍ୟାରିସ ଅଲିମ୍ପିକ୍ସ ପରେ ଆଜି ଭାରତ ଫେରିଛନ୍ତି ଭିନେଶ । ତାଙ୍କ ଜନ୍ମମାଟିରେ ମଧ୍ୟ ତାଙ୍କୁ ବିଶେଷ ସ୍ୱାଗତ କରାଯାଇଛି । ଘିଅରେ ପ୍ରସ୍ତୁତ ଲଡୁ ସହ ବିଭିନ୍ନ ପ୍ରକାର ତେଲଭାଜି ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଭେଟି ଦେବା ସହ […]