ଓଡିଶା

ବାଇଚଢେଇରେ ବାଇଚଢେଇ, କୁଆଡେ ଯାଉ ତୁ ଡେଣା ମେଲାଇ…

ସାଲେପୁର: ଦିନଥିଲା ବାଇଚଢେଇର କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଗ୍ରାମ୍ୟ ପରିବେଶ । ମାତ୍ର ଏବେ ଆଉ ଶୁଣିବାକୁ ମିଳୁନି ବାଇଚଢ଼େଇର ସେଇ କିଚିରି ମିଚିରି ଶବ୍ଦ । ଆଉ ଦେଖିବାକୁ ମିଳୁନି ପବନରେ ଦୋଳାୟମାନ ବାୟାବସା । ବହି ହେଉ ଅବା ମାର ସେଇ ସ୍ନେହଭରା ଗୀତ ସବୁଠି ବାଇ ଚଢ଼େଇକୁ ନେଇ ଗଢ଼ା ଭିନ୍ନ ଭିନ୍ନ କାହାଣୀ । ତେବେ ଏହି କାହାଣୀ ସତ ହୋଇଥିଲେ ବି ଆଗକୁ ଏହା ଗପ […]