ବେଗୁନିଆପଡା ମା ନାରାୟଣୀ ମନ୍ଦିର ପରିସରରେ ଗାଁ ସାଥି ସଂଘର ବୈଠକ…
ଗଞ୍ଜାମ, ୨୪/୦୬ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଗାଁ ସାଥି ସଂଘର ସଭାପତି ରବୀନ୍ଦ୍ର ନାଥ ଗୌଡ଼ଙ୍କ ତତ୍ୱାବଧାନରେ ବେଗୁନିଆପଡା ସ୍ଥିତ ମା ନାରାୟଣୀ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । କେତେକ ଗାଁ ସାଥି ଅଭିଯୋଗ କରିଥିଲେ କି ଦୀର୍ଘ ଦିନ ହେଲା କାମ କରିଥିଲେ ମଧ୍ୟ ସେମାନଙ୍କ ପାରିଶ୍ରମିକ ମିଳିନାହିଁ । ଏ ନେଇ ଆସନ୍ତା […]