ଦେଶ ବିଦେଶ ମନୋରଞ୍ଜନ

ଥମିଗଲା ସୁର ସାମ୍ରାଜ୍ଞୀଙ୍କ ସ୍ୱର… ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ସ୍ୱର ସାମ୍ରାଜ୍ଞୀଙ୍କ କଥା ଉଠିଲେ ସମସ୍ତଙ୍କ ମନରେ ଗୋଟିଏ ନାମ ଆସେ । ସେ ହେଉଛନ୍ତି ଭାରତ ରତ୍ନ ଲତା ମଙ୍ଗେସକର । ତାଙ୍କ କଣ୍ଠ ହିଁ ଥିଲା ତାଙ୍କ ପରିଚୟ । ହେଲେ ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ । ସମସ୍ତଙ୍କୁ ଶୋକର ସ୍ରୋତରେ ଭସାଇ ନୀରବି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ । ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । […]