ଓଡିଶା

ରାଷ୍ଟ୍ରୀୟ କ୍ରୀଡା ଦିବସରେ ତୃଣମୂଳ ସ୍ତରରେ କ୍ରୀଡା ସଂସ୍କୃତିକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ବେଦାନ୍ତ ଆଲୁମିନିୟମ ଯୁବ ପ୍ରତିଭାଧାରୀଙ୍କ ଅଂଶଗ୍ରହଣ ସହିତ କ୍ରୀଡ଼ା ସଂସ୍କୃତିକୁ ମଜବୁତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଉଦେ୍ଦଶ୍ୟରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା, ଲାଂଜିଗଡ଼ (କଳାହାଣ୍ଡି ଜିଲ୍ଲା) ଏବଂ ନିକଟବର୍ତୀ ଅଂଚଳରେ ଅନେକ କ୍ରୀଡ଼ା ଫର୍ମାଟ, ର୍କା୍ୟକ୍ରମକୁ ସକ୍ରିୟ ଭାବେ ସମର୍ଥନ କରି ଆସୁଛି । ଯୁବକମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହ ପ୍ରଦାନ , ସେମାନଙ୍କୁ ଉପୁକ୍ତ ତାଲିମ ପ୍ରଦାନ କରିବାରେ କମ୍ପାନି ପକ୍ଷରୁ […]