ଓଡିଶା

ବିଜେଡିରେ ବଡ ଧରଣର ତୁ ତୁ ମେଁ ମେଁ…

ବିଜେଡିରେ ବଡ ଧରଣର ତୁ ତୁ ମେଁ ମେଁ । ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ବରିଷ୍ଠ ନେତା ଅମର ଶତପଥୀ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ସେ କହିଛନ୍ତି ଯେ, “ମୁଁ ବିଜେଡିରେ ନାହିଁ କି ସଦ୍ୟସତା ନବୀକରଣ କରିବାର ସ୍ପଷ୍ଟ ଉଠୁନି । ବିଜେଡିରେ ମୋ ଅବଦାନ ଓଡ଼ିଶାବାସୀ କହିବେ ।” ସେପଟେ ଅମରଙ୍କୁ କଟାକ୍ଷ କରି ବିଜେଡି ମୁଖ୍ୟପାତ୍ର […]

ଓଡିଶା

ବିଜେଡି ଛାଡିବ ଶହେ ୟୁନିଟ୍‌; ବିଜେପି ଆଦୌ ନେବନି ବିଦ୍ୟୁତ୍ ବିଲ୍…

୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍‌ କରାଯାଇଛି: ସାଂସଦ ଷଡଙ୍ଗୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ନେତା । ଏହି ଅବସରରେ ଅପରାଜିତା କହିଛନ୍ତି ଯେ ଏଥର ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍‌ […]

ଓଡିଶା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗସ୍ତରେ ଭି.କେ.ପାଣ୍ଡିଆନ୍…

ଲକ୍ଷ୍ମୀପୁର, ୧୦/୧ (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ତଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦବୋଧନ ଦେଇ ନିର୍ବାଚନର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିକାଶ ପରିଷଦ ପକ୍ଷରୁ […]

ଓଡିଶା

ବିଧିବଦ୍ଧ ଭାବେ ଶଙ୍ଖ ଧରିଲେ ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ…

ଭୁବନେଶ୍ୱର, ୨୭/୧୧ : ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଭି.କେ. ପାଣ୍ଡିଆନ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ ଏବଂ କାହାକୁ ନବୀନ ନିଜର ଉତରାଧିକାରୀ କରିବେ? ସେହି ପ୍ରଶ୍ନର ଏବେ ଅଙ୍କୁଶ ଲାଗିଛି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପାଣ୍ଡିଆନ୍ କାର୍ତିକ ପୂର୍ଣ୍ଣମୀ ଅବସରରେ ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା […]