ଓଡିଶା

ଗଜପତି ଜିଲ୍ଲା ଗ୍ରସ୍ତ କରି ରୋଗୀଙ୍କ ନିକଟରେ ପହଞ୍ଚିଲେ ୫ଟି ସଚିବ…

ଗଜପତି : ଗଜପତି ଜିଲ୍ଲା ଗ୍ରସ୍ତ କରିଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ । ପୂର୍ବରୁ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ପାଗ ପ୍ରତିକୂଳ ଥିବା ସତ୍ତ୍ବେ ସେ ହେଲିକାପ୍ଟର ଯୋଗେ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ହେଲି ପ୍ୟାଡରେ ଅବତରଣ କରିଥିଲେ । ପରେ ସେଠାରୁ ପାରଳାଖେମୁଣ୍ଡି ସହରର ସର୍କିଟ ହାଉସରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକାରିତାକୁ ନେଇ ଆଲୋଚନା ଓ ସମୀକ୍ଷା କରିଥିଲେ । ଏହାପରେ ହଠାତ୍ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚାଲୁ ରହିଥିବା […]

ଓଡିଶା

ସଚିବଙ୍କ ପାଇଁ ଥାନାରେ ବସିଲେ ବିଜେପି କର୍ମୀ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଯାଉଥିବା ବିଜେପି କର୍ମୀଙ୍କୁ ମଝି ରାସ୍ତାରୁ ଉଠାଇ ନେଲା ପୋଲିସ । ଉପରୁ ଅର୍ଡର ଅଛି କହି ଉଠାଇ ନେଇଥିବା ଅଭିଯୋଗ । ନିଜ ଜିଲ୍ଲାରେ ପ୍ରବେଶ କରିପାରିଲେନି ବିଜେପି କର୍ମୀ । ସୂଚନା ଅନୁସାରେ, ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମକୁ ରାଜ୍ୟ ପୂର୍ବତନ ଉପସଭା ନେତ୍ରୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ଯଜ୍ଞ ନାରାୟଣ […]

ଓଡିଶା

ସଭା କରି ସମାଲୋଚିତ ହେଲେ ୫ ଟି ସଚିବ ଭି.କେ ପାଣ୍ଡିଆନ

ସାଲେପୁର : ୫ ଟି ସଚିବ ସଭା କରିବେ । ସେଥିପାଇଁ ଆମକୁ ଡାକି କରି ଆଣିଛନ୍ତି । ହେଲେ ଏ ଖରାରେ ଆମେ ସିଝିଗଲୁଣି । ପାଣି ଟୋପାଏ ଦେବାର ସୁବିଧା ମଧ୍ୟ ନାହିଁ । ଏ କି ପ୍ରକାରର ସମ୍ମାନ । ଏ କଥା ଆମେ କହୁନାହୁଁ । କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ହାଇସ୍କୁଲ ପଡିଆରେ ଆୟୋଜିତ ସଭାରେ ଉପସ୍ଥିତ ମହିଳାମାନଙ୍କର ଏହା ହେଉଛି ଆକ୍ରୋଶ । ସୂଚନା ଅନୁସାରେ ଏହି […]