ମୁଲାୟମଙ୍କ ଜୀବନର ରୋଚକ ସତ୍ୟ, ଶିକ୍ଷକରୁ ରାଜ୍ୟର ମୁଖ୍ୟମନ୍ତ୍ରୀ
ଆସନ୍ତା କାଲି ଦିନ ୩ ଟାରେ ସ୍ବର୍ଗତଃ ମୁଲାୟମ ସିଂହ ଯାଦବଙ୍କ ଜନ୍ମସ୍ଥାନ ସୈଫଇରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷ ବୟସରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମୁଲାୟମଙ୍କ ବିୟୋଗରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଲାୟମ ସିଂହ […]