କାମ ଦେଲା ମୂଷା ଗାତ ଖୋଳା ପଦ୍ଧତି; ଯୋଦ୍ଧାଙ୍କୁ ମିଳିବ ଲକ୍ଷେ ଟଙ୍କାର ସହାୟତା ରାଶି…
ବ୍ୟୁରୋ ରିପୋର୍ଟ, ୨୯/୧୧ : ଦୀର୍ଘ ୧୭ ଦିନର କଡା ସଂଘର୍ଷ ପରେ ଉତରାଖଣ୍ଡର ଉତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ୪୧ ଜଣଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ୫ ଜଣ । ସିଲ୍କିୟାରା ସୁଡଙ୍ଗ ଖୋଳିବାରେ ଯେଉଁଠି ମେସିନ ଫେଲ୍ ମାରିଥିଲା, ସେଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ‘ରାଟ୍ ହୋଲ୍ ମାଇନିଂ’ । ସ୍ୱଦେଶୀ ଜ୍ଞାନ କୌଶଳରେ ମୋଟ୍ ୬ ଜଣ […]