ଓଡିଶା

ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉନ୍ମୋଚିତ ହେବ ମ୍ୟୁଜିୟମ୍

ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ମସିହା ଏପ୍ରିଲ ୨୮ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ମଧୁବାବୁଙ୍କ ମାତୃପିତୃଦତ୍ତ ନାମ ଥିଲା ଗୋବିନ୍ଦ ବହ୍ଲଭ । ସେ ଗୃହର  ଜ୍ୟେଷ୍ଠପୁତ୍ର ଥିଲେ । ସେ ଗାଁ ଚାଟଶାଳୀରେ ସ୍କୁଲଶିକ୍ଷା ଶେଷକରି କଟକ ହାଇସ୍କୁଲରୁ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏହା ପରେ ପରେ ବାଲେଶ୍ଵରରେ ତାଙ୍କୁ […]