ଅନ୍ୟାୟ ବିରୋଧରେ ଲଢିବା ପାଇଁ ଆରମ୍ଭ ହୋଇଛି ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ମିଳନୀ
ଜଗତସିଂହପୁର : ସମଗ୍ର ରାଜ୍ୟର ମହିଳାଙ୍କୁ ଏକତ୍ରିତ କରି ଅନ୍ୟାୟ ବିରୋଧରେ ଲଢିବା ପାଇଁ ଆରମ୍ଭ ହୋଇଛି ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ମିଳନୀ । ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ସମିତିର ୧୫ ତମ ରାଜ୍ୟ ସମ୍ମିଳନୀର ଦୁଇଦିନିଆ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଜାତୀୟ ମହିଳା ଶାଖାର ସାଧାରଣ ସମ୍ପାଦିକା ଆନ୍ନି ରାଜା ଓ ନିଶା ସିଦ୍ଧୁଙ୍କ ସମେତ ବହୁ ନେତୃମଣ୍ଡଳୀ ପ୍ରମୁଖ ଯୋଗ ଦେଇଛନ୍ତି । ରାଜ୍ୟର ମହିଳାମାନେ ଏକତ୍ରିତ […]