ଓଡିଶା

ସନସାଇନ ହସ୍ପିଟାଲ ତରଫରୁ ବିଶ୍ଵ ହୃଦ୍ ଦିବସ ଉପଲକ୍ଷେ ଜନସଚେତନତା ପଦଯାତ୍ରା ଆୟୋଜିତ…

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସନସାଇନ ହସ୍ପିଟାଲ ତରଫରୁ ବିଶ୍ଵ ହୃଦ୍ ଦିବସ ଉପଲକ୍ଷେ ଏକ ଜନସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ଉତ୍କଳ କନିକା ଗାଲେରିଆଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ହସ୍ମିଟାଲ ପ୍ରାଙ୍ଗଣ ପ୍ରର୍ଯ୍ୟନ୍ତ ଚାଲିଥିଲା । ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ଗୃହ ଏବଂ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଆନ ବଡି ବିଲଡ଼ିଂ ଚାମ୍ପିଆନ୍-୨୦୨୩ […]