ଓଡିଶା

ଦ୍ବିପାଞ୍ଚଳର ବିବିଧ ସମସ୍ୟାର ସମାଧାନ ଦାବି କଲା ଉତ୍କଳ ବିକାଶ ପରିଷଦ

ସାଲେପୁର : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଦୀ ଚିତ୍ରୋତ୍ପଳା ଓ ଲୁଣା ଚିତ୍ରୋତ୍ପଳା ଦ୍ବିପାଞ୍ଚଳର ବିବିଧ ସମସ୍ୟାର ସମାଧାନ ଦାବି କଲା ଉତ୍କଳ ବିକାଶ ପରିଷଦ । ସମସ୍ୟା ସମ୍ପର୍କରେ ଅବତାରଣା କରି ସମାଧାନ କ୍ଷେତ୍ରରେ ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦଙ୍କ ଇଚ୍ଛାଶକ୍ତିର ଅଭାବ ଏଥିପାଇଁ ଦାୟୀ ବୋଲି ନେମାଳଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ସଦର ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ । ମହାନଦୀ ଚିତ୍ରୋତ୍ପଳା […]

ଓଡିଶା

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ

ବାରାପାଟ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ । କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ବାରାପାଟରେ ଥିବା ଦୁଇଶହ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଦୀର୍ଘବର୍ଷ ହେବ ବର୍ଷାଦିନେ ବାରାପାଟର ପାଟ ନାଳୀରୁ ଜଳନିଷ୍କାସନ ହୋଇ ନ ପାରିବାରୁ ଫସଲ ନଷ୍ଟ ହୁଏ । ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରେ କିନ୍ତୁ ଅମଳ କରିପାରେ ନାହିଁ । ସରକାରଙ୍କ […]