ୟୁଟ୍ୟୁବରେ ଗାଳି କରି କରି ଅର୍ଜୁଥିଲା ଲକ୍ଷାଧିକ ଟଙ୍କା, ଏବେ ପୋଲିସ କବଜାରେ…
ବାଲେଶ୍ବର : ଗତ ୨୪ ତାରିଖ ଅପରାହ୍ନରେ ରେମୁଣା ଗୋଲେଇ ନିକଟରେ ହୋଇଥିବା ଗୁଳିମାଡ଼ ଓ ଜଣେ ଗୁରୁତର ହେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉଦିତ ନାୟକ ଓ ତାର ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟେ ବନ୍ଧୁକ, ଗୁଳି, ବାଇକ, ସ୍କୁଟି ଓ ୭ଟି ଦାମୀ ମୋବାଇଲ ଜବତ ହୋଇଛି । ଗୁଳି ମାରିଥିବା ମୁଖ୍ୟ ଅଭିଯୁକ୍ତ ଜଣେ ପରିଚିତ ୟୁଟ୍ୟୁବର ଅନଟାଲେଣ୍ଟେଡ୍ ଗାୟ […]