ଦେଶ ବିଦେଶ

ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ… ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ

ଜେଏନୟୁ, ଡିୟୁ ସମେତ ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ । ଏଣିକି କମନ ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଶନ । ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁଜିସି ମୁଖ୍ୟ ଏମ୍ ଜଗଦେଶ କୁମାର । ସୂଚନା ଅନୁଯାୟୀ, ନୂଆ କମନ ୟୁନିଭର୍ସିଟି ଏଡୁକେସନ ଟେଷ୍ଟ ଜୁଲାଇ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ […]