ଉଜୁଡିଗଲା ସୁନାର ସଂସାର । ସ୍ବାମୀ ପରେ ପରେ ଦୁଇ ଛୁଆ ବି ପରପାରିରେ । ସଭିଙ୍କୁ ହରାଇ ବାହୁନି କାନ୍ଦୁଛି ମା’…
ବ୍ୟୁରୋ ରିପୋର୍ଟ, ୨/୧୨ : ଉଜୁଡିଗଲା ସଂସାର । କିଛି ବର୍ଷ ତଳେ ମଥାରୁ ସିନ୍ଦୁର ଲିଭିଯାଇଥିଲା । ଆଉ ଏବେ ମା’ର କୋଳ ବି ଶୂନ୍ୟ ହୋଇଗଲା । ପୋଖରୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା । ମୃତକ ଦ୍ୱୟ ହେଲେ ଗ୍ରାମର ସ୍ୱର୍ଗତ ଲବ ମାଝୀଙ୍କ ୬ବର୍ଷର ଝିଅ ମାଲ୍ଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ ମାଝୀ […]