ଓଡିଶା

ଟୁଇଟର ମ୍ୟାନ ବିନୟ ସମ୍ବର୍ଦ୍ଧିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଟୁଇଟର ମ୍ୟାନ ଭାବେ ପରିଚିତ ବିନୟ କୁମାର ନାଏକଙ୍କୁ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଷ୍ଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ପୁରୀରେ ଥିବା ସଂସ୍କୃତ ଭବନରେ ପୁରୀ ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ବିନୟ ଟୁଇଟର ମାଧ୍ୟମରେ ହଜାର ହଜାର ସମସ୍ୟାର ସମାଧାନ କରିଛନ୍ତି । ସେ ଟୁଇଟର ମାଧ୍ୟମରେ ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଆବାସଘର, ଗମନାଗମନ, ରାସନ୍, ବିଦ୍ୟୁତ୍ ଆଦି ସମସ୍ୟାଗୁଡ଼ିକୁ ଟୁଇଟର ମାଧ୍ୟମରେ ସମାଧାନ କରୁଛନ୍ତି […]

ଓଡିଶା

କମାଲ କରିଦେଲେ ଟ୍ୱିଟର ବଏ ବିନୟ ନାଏକ…

ହିନ୍ଦୋଳ : ଗରିବ, ନିରୀହ ମଣିଷର ଦୁଃଖ-ସୁଖର ସାଥୀ ପାଲଟିଛନ୍ତି ଟ୍ୱିଟର ବଏ ବିନୟ ନାଏକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତର ଚନ୍ଦ୍ରମଣି ନାଏକ । ବୟସ ୮୭ ବର୍ଷ । ସେ ବିଗତ ତିନି ମାସ ହେବ ତାଙ୍କର ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିଲେ । ଏ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଏସ୍ଏସ୍ଓ ଏବଂ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ । ହେଲେ ତାଙ୍କ […]