ଓଡିଶା ମନୋରଞ୍ଜନ

ନୂଆ ରେଜିଷ୍ଟେସନ୍ ପାଇଁ ଏବେ ପ୍ରଯୋଜକଙ୍କୁ ୫୦ ହଜାର ବଦଳରେ ଦେବାକୁ ହେବ ମାତ୍ର ୧୦ ହଜାର ଟଙ୍କା …

ଭୁବନେଶ୍ବର : ଭୁବନେଶ୍ବରରେ ଉତ୍କଳ ସିନେ ଚ୍ୟାମ୍ବର ଅଫ୍ କମର୍ସର ପ୍ରଯୋଜକମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ ବୋର୍ଡ ମେମ୍ବରଙ୍କ ନାମ ଘୋଷଣା ହେବା ସହ ଆସନ୍ତା ଏକ ବର୍ଷ ମଧ୍ୟରେ ଓଡିଆ ସିନେମାର ଉନ୍ନତି ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି । ଏହି ସଂଗଠନରେ ନୂଆ ସଭାପତି ଭାବେ ଟୁଟୁ ନାୟକଙ୍କୁ ମନୋନୀତ କରାଯାଇଥିବାବେଳେ, ଉପସଭାପତି ଭାବେ ରବିନ୍ଦ୍ର ପଣ୍ଡା, ସଚିବ ଭାବେ ଏନ୍.ଜି. ରେଡ୍ଡି, ସହ-ସଚିବ […]