ଟ୍ରମ୍ପଙ୍କ ଉପରକୁ ଗୁଳିମାଡ କରିଥିବା ବ୍ୟକ୍ତି ହେଲା ଥୋମାସ୍ ମାଥ୍ୟୁ କ୍ରୁକ୍ସ…
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ କରିଥିବା ବ୍ୟକ୍ତି ଜଣକ ହେଲା ଥୋମାସ୍ ମାଥ୍ୟୁ କ୍ରୁକ୍ସ । ଏ ନେଇ ସୂଚନା ଦେଇଛି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ । ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ୭୮ ବର୍ଷିୟ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲା ୨୦ ବର୍ଷିୟ କ୍ରୁକ୍ସ । ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ନିହତ ହୋଇଥିଲା କ୍ରୁକ୍ସ । ସେପଟେ ଟ୍ରମ୍ପ କହିଛନ୍ତି ଯେ, […]