ତ୍ରିଶୁଳିଆରେ ଆପାର୍ଟମେଂଟ୍ ପାଇଁ ଆରମ୍ଭ ହେଲା ବୁକିଂ…
ଭୁବନେଶ୍ୱର : ଅସାଧାରଣ ବାସସ୍ଥାନ ନିର୍ମାଣର ପ୍ରତିବଦ୍ଧତା ପାଇଁ ପରିଚିତ ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ ନିଜର ପ୍ରମୁଖ ପ୍ରକଳ୍ପ ମହାଦେବ ଗ୍ରିନ୍ସର ଶୁଭାରମ୍ଭ କରିଛି । ଭୁବନେଶ୍ୱର-କଟକ ମଝିରେ ତ୍ରୁଶୁଳିଆର ଅବସ୍ଥିତ ୨.୮ ଏକର ବିଶାଳ ଜମିରେ ନିର୍ମିତ ଏହି ଆବାସିକ କେନ୍ଦ୍ର, ଯୋଜନାବଦ୍ଧ ବିକାଶ ଅତୁଳନୀୟ ବିଳାସ ଓ ସୁବିଧାଜନକ ଜୀବନଶୈଳୀର ପ୍ରତିଶ୍ରୁତି ପ୍ରଦାନ କରେ । ଚଳିତ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଜୁନ୍ ୨୦୨୭ରେ ଶେଷ […]