ଓଡିଶା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଥିଲେ ଲାଗିବନି ଫାଇନ !

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଚିନ୍ତିତ ଅଛନ୍ତି କି । ତେବେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିସାରିଛନ୍ତି ତେବେ ନିଶ୍ଚିନ୍ତରେ ରୁହନ୍ତୁ । ଏଣିକି ଧାର୍ଯ୍ୟ ସମୟ ଭିତରେ ଯଦି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିବ ତେବେ ଏଥିପାଇଁ ଫାଇନ ଗଣିବାକୁ ପଡିବନି । କିନ୍ତୁ ଏଥିପାଇଁ ଧାର୍ଯ୍ୟ ସମୟ ଭିତରେ ଗାଡି ମାଲିକଙ୍କୁ ହାଇ ସିକ୍ୟୁରିଟି ନମ୍ବର […]