ଓଡିଶା

ଶ୍ରୀକ୍ଷେତ୍ର ଧାମକୁ ନେଇ ବଡ ଘୋଷଣା । ରାଜ୍ୟରେ ସୁଗମ ହେବ ଗମନାଗମନ ବ୍ୟବସ୍ଥା…

ଶ୍ରୀକ୍ଷେତ୍ର ଧାମକୁ ନେଇ ବଡ ଘୋଷଣା । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ନୀତିନ ଗଡକରୀଙ୍କୁ  ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରଦ୍ଧାଳୁଙ୍କ ଗମନା ଗମନାକୁ ସୁଗମ କରିବା ପାଇଁ ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍‌ ରୋଡ୍‌ ତିଆରି ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୮ ଶହ କୋଟି ଟଙ୍କା । ସେହିପରି […]

ଓଡିଶା

ଜଗତସିଂହପୁରରେ ୭୭ ତମ ଜିଲ୍ଲାସ୍ତରୀୟ ସ୍ଵାଧିନତା ଦିବସ ପାଳିତ

ଜଗତସିଂହପୁର : ଜଗତସିଂହପୁରରେ ୭୭ ତମ ଜିଲ୍ଲାସ୍ତରୀୟ ସ୍ଵାଧିନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି […]

ଓଡିଶା ଟ୍ରେଣ୍ଟିଂ

ନିୟମ କଡା ହେଲେ ସାବାଡ୍ ହେବେ ରୋଡ୍ ରୋମିଓ

କୋହଳ କଟକଣା, ଅମାନିଆଙ୍କ ଜୋଶ୍ ବଢାଉଛି । କିଛିଦିନର ବ୍ୟବଧାନ ପରେ ଏବେ ପୁଣି ରାସ୍ତାରେ ଗଡୁଛୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ । ବାଇକରୁ ବାହାରୁଥିବା ବିକଟାଳ ଶବ୍ଦ, ସାଧାରଣ ଲୋକଙ୍କ ଜନଜୀବନକୁ ପ୍ରଭାବିତ କରୁଥିବାବେଳେ କିଛି ଅମାନିଆ ଯୁବପିଢୀଙ୍କୁ ଏ ନେଇ କୌଣସି ଖାତିର ପଡୁନଥିବା ଦେଖିବାକୁ ମିଳିଛି । ଆଗରୁ ଏଭଳି ବିକଟାଳ ଶବ୍ଦ କରୁଥିବା ବାଇକ ଓ ବୁଲେଟ୍ ଚଲାଇବା ଉପରେ ରୋକ ଲଗାଇଥିଲେ କମିଶନରେଟ୍ ପୋଲିସ । ଆଉ […]

ଓଡିଶା

ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦନ୍ୟତା । ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୩ କିଲୋମିଟର

ଗଜପତି: ଥ୍ୟାଙ୍କ ୟୁ ୧୦୮ ଆମ୍ବୁଲାନ୍ସ କର୍ମୀ । ଆପଣ ସାହାଯ୍ୟ କଲେ ବୋଲି ଆଜି ଗର୍ଭବତୀ ମହିଳା ଜଣକ ସୁସ୍ଥ ଅଛନ୍ତି । ଗଜପତି ଜିଲ୍ଲାରେ ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଣ୍ଟାପଦର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ମୁତାବକ ଅନ୍ତରବା ପଞ୍ଚାୟତର ସାନ୍ତନି ଗୋମାଙ୍ଗଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ […]