ନୂତନ ପେନସନ୍ ସ୍କିମ୍ ଏକ ଡକାୟତି ଯୋଜନା !
ଜଟଣୀ: ନୂଆ ହଟାଓ ପୁରୁଣା ଆଣ । ନୂତନ ପେନସନକୁ ସ୍କିମକୁ ଏକ ଡକାୟତି ଯୋଜନା ବୋଲି ବର୍ଣ୍ଣନା କଲେ ଶ୍ରମିକ ଯୁନିଅନର ସଦସ୍ୟ । ନୂତନ ପେନସନ୍ ଯୋଜନାକୁ ରଦ୍ଦ କରି ପୁରୁଣା ପେନସନ୍ ଯୋଜନାକୁ ଲାଗୁ କରିବା ପାଇଁ ନ୍ୟାସନାଲ୍ ଜଏଣ୍ଟ କାଉନସିଲ୍ ଅଫ୍ ଆକ୍ସନ (NJCA) ଓ JOINT FORUM FOR RESTORATION OF OLD PENSION SCHEME (JFROPS) ପକ୍ଷରୁ ଖୋର୍ଦ୍ଧାରୋଡ ଶ୍ରମିକ ୟୁନିଅନର ମୁଖ୍ୟ ଶାଖାରେ ଏକ ସାମ୍ବାଦିକ ସମ୍ମିଳନୀ […]