ମହିଳା ବିଜନେସ ମେଳାର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି
ଭୁବନେଶ୍ୱରରେ ଓଡିଶା ବିଜନେସ ମେଳା-୨୦୨୨ର ସଫଳତା ପରେ ଜାତୀୟ ସ୍ତରରେ ମେଳା ଆୟୋଜନ କରିବାକୁ ଯାଉଛି ଆଇଡବ୍ଲୁଇସି । ଏହି ସଂଗଠନ ଓଡିଶା ମଡେଲ ଉପରେ ଆଧାର କରି ମହିଳା ଉଦ୍ୟୋଗୀଙ୍କୁ ନେଇ ବାଙ୍ଗୋଲୋର, ମୁମ୍ବାଇ, ଦିଲ୍ଲୀ,କୋଲକାତା ଓ ପୁଣେରେ ମହିଳା ବିଜନେସ ମେଳା କରିବାକୁ ଯୋଜନା ରଖିଛି । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ମହିଳା ବିଜନେସ ମେଳା ବେଶ ସଫଳତା ହାସଲ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଭୁବନେଶ୍ୱରରେ ହୋଇଥିବା […]