ଓଡିଶା ବ୍ୟବସାୟ

ଫେବୃଆରୀ ୧୫ ରୁ ୧୮ ପର୍ଯ୍ୟନ୍ତ ବରମୁଣ୍ଡା ପଡିଆରେ ହେବ ବାଣିଜ୍ୟ ଶୋ’…

ଭୁବନେଶ୍ୱର, ୨୫/୧ (ଅଭିଜିତ୍ ସିଂ) : ରାଜଧାନୀରେ ଖୁବ୍ ଶୀଘ୍ର ଫ୍ୟୁଚରେକ୍ସ ଟ୍ରେଡ଼ ଫେୟାର ଆଣ୍ଡ ଇଭେଣ୍ଟ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ବହୁ ପ୍ରତୀକ୍ଷିତ ଦ୍ୱିତୀୟ ଓଡିଶା ମାଇନିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଇଣ୍ଟରନ୍ୟାସନାଲ ଏକ୍ସପୋ ୨୦୨୪ ଆୟୋଜନ ହେବ, ଯାହା ବିଶ୍ୱ ଖଣି ଏବଂ ସହଯୋଗୀ ଶିଳ୍ପ ଉପରେ ଏକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବି୨ବି ବାଣିଜ୍ୟ ସମ୍ବନ୍ଧୀୟ ପ୍ରଦର୍ଶନ କରିବ । ଫେବୃଆରୀ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଏହି ବାଣିଜ୍ୟ […]