୨୧ରୁ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା…
ଭୁବନେଶ୍ୱର, ୨୦/୦୬ : ଚଳିତ ମାସ ୨୧ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଭୁବନେଶ୍ବରସ୍ଥିତ ଜନତା ମୈଦାନରେ ପ୍ରତିଦିନ ଦିନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ଏଥିରେ ୨୨ ଟି ରାଜ୍ୟ ଏବଂ ୧୦ ଟି ଦେଶ ଭାଗ ନେବେ । ଏହି ବାଣିଜ୍ୟ ମେଳାରେ ରିଅଲ ଇଷ୍ଟେଟ, କନ୍ସଷ୍ଟ୍ରକସନରେ ବ୍ୟବହାର ଉପଯୋଗୀ […]